KAILASA Library/ନିତ୍ୟଧ୍ୟାନ/ମନ୍ତ୍ରକୁ ଶୁଣନ୍ତୁSign in
ନିତ୍ୟଧ୍ୟାନ

ମନ୍ତ୍ରକୁ ଶୁଣନ୍ତୁ

This text was machine-transcribed from the printed book and may contain errors. Select the words and choose “Report a mistake”.

(ସମୟ: ୧୦ ମିନିଟ୍)

decor

ହି ଶେଷ ପର୍ଯ୍ୟାୟରେ ଉଚ୍ଚାରଣ ହେଉଥିବା ମନ୍ତ୍ରକୁ ଆନନ୍ଦ ସହିତ ନିରବତାରେ ଶୁଣନ୍ତୁ । ନିଜକୁ ପ୍ରକୃତି ସାଥ୍ରେ ସଂଯୋଗିତ ବୋଲି ଅନୁଭବ କରି ଶକ୍ତିଶାଳୀ ମନ୍ତ୍ରର ସ୍ପନ୍ଦନକୁ ଆତ୍ମାସ୍ଥାଁ କରନ୍ତୁ । ମନ୍ତ୍ରଗୁଡ଼ିକ ଗୁରୁଙ୍କୁ କିମ୍ବା ପ୍ରକୃତିକୁ କୃତଜ୍ଞତା ଅର୍ପଣ କରିବାର ମାର୍ଗ ଅଟେ । ତାଙ୍କର ନିସ୍ୱାର୍ଥ ଜ୍ଞାନର ଦାନ ପାଇଁ ଯାହା ଆମକୁ ଅଜ୍ଞାନତାରୁ ଉଦ୍ଧାର କରିବା ପାଇଁ ଓ ପରମାନନ୍ଦ ବା ନିତ୍ୟାନନ୍ଦରେ ସ୍ଥାପିତ ପାଇଁ ହୋଇଥାଏ ।

ଯଦି ଆପଣ ପୂଜାବିଧୂ କରିବା ପାଇଁ ଭଲ ନପାଆନ୍ତି, ତା ହେଲେ କେବଳ ନିରବ ହୋଇ ଶୁଣି ଚାଲନ୍ତୁ । କେବଳ ମନ୍ତ୍ରକୁ ଖାଲି ଶୁଣିଲେ ମଧ୍ୟ ଆପଣଙ୍କର ଅଶେଷ ହୀତ ହବ । ମନ୍ତ୍ର ଯେଉଁ ସ୍ପନ୍ଦନକୁ ନେଇ ଆସିଥାଏ, ତାହା ସ୍ୱୟଂର ପରିବର୍ତ୍ତନ ପାଇଁ ଓ ଆନନ୍ଦର ଉଜାଗରରେ ସାହାର୍ଯ୍ୟକାରୀ ହୋଇଥାଏ ।

ଏହି ଧ୍ୟାନକୁ ଅନ୍ତତଃ ପ୍ରତିଦିନ ଥରେ ଅଭ୍ୟାସ କରନ୍ତୁ ଏବଂ ଆପଣ ନିଜ ଭିତରେ ଏକ ନୂତନ ଦର୍ଶନର ଅନୁଭବ କରିପାରିବେ । ଏହି ସୂତ୍ର ଆପଣଙ୍କ ଶରୀର ଓ ମନକୁ ମହାନନ୍ଦରେ ପ୍ରବେଶ କରିବା ପାଇଁ ତିଆରି କରିବ ।

ଆପଣ ଅନୁଭୂତି କରନ୍ତୁ ଏବଂ ପରମାନନ୍ଦ ସହ ଏକ ହୁଅନ୍ତୁ; ନିତ୍ୟାନନ୍ଦ ।

ପରମହଂସ ନିତ୍ୟାନନ୍ଦ