KAILASA Library/ନିତ୍ୟଧ୍ୟାନ/ଲାଇଫ୍‌ବ୍ଲିସ୍ ଫାଉଣ୍ଡେସନ୍‌ର କାର୍ଯ୍ୟକ୍ରମମାନ :Sign in
ନିତ୍ୟଧ୍ୟାନ

ଲାଇଫ୍‌ବ୍ଲିସ୍ ଫାଉଣ୍ଡେସନ୍‌ର କାର୍ଯ୍ୟକ୍ରମମାନ :

This text was machine-transcribed from the printed book and may contain errors. Select the words and choose “Report a mistake”.

ଲାଇଫ୍‌ବ୍ଲିସ୍ ଫାଉଣ୍ଡେସନ୍ ଲକ୍ଷ ଲକ୍ଷ ବ୍ୟକ୍ତିଙ୍କର ଶରୀର, ମନ ଓ ଆତ୍ମା ସ୍ତରରେ ଲାଭଯୁକ୍ତ ପାଇଁ ବିଶ୍ବସ୍ତରରେ ସ୍ବତନ୍ତ୍ର ଧ୍ୟାନର କାର୍ଯ୍ୟକ୍ରମ ମାନ ଆୟୋଜନ କରୁଛି |

LBP Level One

ଶକ୍ତିନ୍ୱୀତ ହୁଅନ୍ତୁ |

ଏହା ଏକ ଚକ୍ର ଜାଗ୍ରତି ପ୍ରୋଗ୍ରାମ ଅଟେ ଯେଉଁଥିରେ ଆମଠି ଥିବା ସପ୍ତ ଶକ୍ତି କେନ୍ଦ୍ର ଗୁଡ଼ିକର ବିଷୟ ଜ୍ଞାନ ଏବଂ ଏହାର ବୁଝାବଣା ଜନିତ ଅନୁଭୂତି ଉପରେ ପରିବେଷ୍ଠିତ ହୋଇଛି | ଏହା ଆନ୍ତରିକ ଆନନ୍ଦ ପାଇଁ ସର୍ବୋତ୍କୃଷ୍ଟ ବିଜ୍ଞାନ | ଶାରିରୀକ ସ୍ତରରେ ଆଧ୍ୟାତ୍ମିକ ପ୍ରଭାବକୁ ପରିସୃଷ୍ଟି କରିବା ପାଇଁ ଏହି ପ୍ରୋଗ୍ରାମର ରଚନା ହୋଇଛି | ବିଶ୍ବରେ ଲକ୍ଷ ଲକ୍ଷ ବ୍ୟକ୍ତି ଏହାର ଅନୁଭୂତି କରିପାରିଛନ୍ତି |

ନିତ୍ୟାନନ୍ଦଙ୍କର ପୁସ୍ତକ ମାନ ତେଇସି ଗୋଟି ଭାଷାରେ ପ୍ରକାଶିତ ହୋଇଛି |

ପୁସ୍ତକ ଡ଼ି.ଭି.ଡ., ସି.ଡ଼ି. କିମ୍ବା ମେଡ଼ିଟେସନ୍ କିଟ୍ ପାଇଁ ଲାଇଫ୍ ବ୍ଲିସ୍ ଗ୍ୟାଲେରିଆ ପରିଦର୍ଶନ କରନ୍ତୁ | visit www.lifeblissgalleria.com or contact us.

ଭାବପ୍ରବଣତା ଏବଂ ଭାବନାମାନେ ଆମର ମନୋଭାବ ଓ ମାନସିକ ଢ଼ାଞ୍ଚାକୁ ଜନ୍ମ ଦେଇଥାଏ। ଏହି ଭାବନା ଓ ଭାବପ୍ରବଣତାର ଖେଳକୁ ବୁଝିବା ଏହାକୁ ପାର କରିବା ଦିଗରେ ହବ ପ୍ରଥମ ପଦକ୍ଷେପ। ନିତ୍ୟ ଧ୍ୟାନ ଏକ ୩୫ ମିନିଟ୍ ମେଡ଼ିଟେସନ୍, ନିତ୍ୟାନ ରଚନା କରିଛନ୍ତି ମନରୁ ବିନୋଡ଼ ହବାପାଇଁ ଏବଂ ଏହାକୁ ଅଗ୍ରସର କରିବା ପାଇଁ।

www.lifebliss.org (R) & (C) 2007 Life Bliss Foundation, 9720 Central avenue, Montclair, California 911763, USA Ph: 1-626-531-6065, E-mail: [email protected], [email protected]

Nithyananda Dhyanapeetam, Nithyanandapuri, Kallugopahalli, Off Mysore road, Bidadi - 562 109, Bangalore district, Karnataka, INDIA E-Mail: [email protected], www.dhyanapeetam.org

Ebook ISBN : 979-8-88572-300-8

Booklet & ACD